Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Inspirational

2  

Sudama Lenka

Inspirational

ଦୁଖୀ ର ଜଣାଣ ......

ଦୁଖୀ ର ଜଣାଣ ......

1 min
7.0K


   ........ଦୁଃଖୀ ର ଜଣାଣ ..... ( ସୁଦାମ ଲେଙ୍କା )

____________________________________

ମୋ ଜନମ ହୋଇଛି ମା', ଦୁଃଖୀର କୂଳରେ  

       ତୋ ଜନମ ହୋଇଛି ମା' ,ଦକ୍ଷ ରାଜା ଘରେ l

ଝାଟି ମାଟି ଘର ମୋର ନାହିଁ ତା' ଛପର  

       କୈଳାସ ପର୍ବତରେ ମାଲୋ ତୋହରି ନଅର l

 ଓଳିଏ ଖାଇଲେ ପୁଣି ଓଳିଏ ଉପାସେ

      ଦାନ ,ଧର୍ମ କରୁ ତୁହି ନିଜର ଉଆସେ l

ଜଗତ ପାଇଁକି ଅଟୁଲୋ ତୁ ମାଆ

       ଏଦିନ ଦୁଃଖୀ କି ନହେଲୁ ତୁ ସାହା l

ତୋ ମନ୍ଦିର ସମୁଖରେ ମୋ ଦିନ ଯେ ଗଲା 

       ଦେଖି ନ ପାରିଲି ମାଲୋ ତୋର ମୁଖ ଭଲା l

ଜଗତଈଶ୍ୱରୀ ମାଗୋ ଜଗଦମ୍ବା ନାରାୟଣୀ  

      ପ୍ରଣାମ କରୁଛି ଆଜି ଏ ଦୁଃଖୀ ପ୍ରହରୀ l

   

                  l ଇତି l

                ସୁଦାମ ଲେଙ୍କା 


Rate this content
Log in