Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୁଖୀ ର ଜଣାଣ ......
ଦୁଖୀ ର ଜଣାଣ ......
★★★★★

© Sudama Lenka

Inspirational

1 Minutes   7.0K    7


Content Ranking

   ........ଦୁଃଖୀ ର ଜଣାଣ ..... ( ସୁଦାମ ଲେଙ୍କା )

____________________________________

ମୋ ଜନମ ହୋଇଛି ମା', ଦୁଃଖୀର କୂଳରେ  

       ତୋ ଜନମ ହୋଇଛି ମା' ,ଦକ୍ଷ ରାଜା ଘରେ l

ଝାଟି ମାଟି ଘର ମୋର ନାହିଁ ତା' ଛପର  

       କୈଳାସ ପର୍ବତରେ ମାଲୋ ତୋହରି ନଅର l

 ଓଳିଏ ଖାଇଲେ ପୁଣି ଓଳିଏ ଉପାସେ

      ଦାନ ,ଧର୍ମ କରୁ ତୁହି ନିଜର ଉଆସେ l

ଜଗତ ପାଇଁକି ଅଟୁଲୋ ତୁ ମାଆ

       ଏଦିନ ଦୁଃଖୀ କି ନହେଲୁ ତୁ ସାହା l

ତୋ ମନ୍ଦିର ସମୁଖରେ ମୋ ଦିନ ଯେ ଗଲା 

       ଦେଖି ନ ପାରିଲି ମାଲୋ ତୋର ମୁଖ ଭଲା l

ଜଗତଈଶ୍ୱରୀ ମାଗୋ ଜଗଦମ୍ବା ନାରାୟଣୀ  

      ପ୍ରଣାମ କରୁଛି ଆଜି ଏ ଦୁଃଖୀ ପ୍ରହରୀ l

   

                  l ଇତି l

                ସୁଦାମ ଲେଙ୍କା 

ଜନମ ଦକ୍ଷ ରାଜା ଜଗତଈଶ୍ୱରୀ

Rate the content


Originality
Flow
Language
Cover design

Comments

Post


Some text some message..