ପ୍ରୀତିର ଶ୍ରାବଣ
ପ୍ରୀତିର ଶ୍ରାବଣ
1 min
6.7K
ପ୍ରୀତିର ପ୍ରଥମ ଶ୍ରାବଣରେ
ମନ ଅଉ ଦେହକୁ ଭିଜେଇଲା ମୋର
ତାକୁ ଛାଡି ରହିହଉନି କି କହିହଉନି
ଏମିତିକା ରଙ୍ଗ ଲଗାଇ ମୋ ମନରେ
ସବୁ ସମୟରେ ଏମିତି ଧରା ବରଷୁ
ଦିନ କି ରାତି ସମୟ ସୀମା ଜଣାନପଢୁ
ଝିପି ଝିପି ଶ୍ରାବଣରେ ନାଚିବାକୁ ଇଚ୍ଛା ହୁଏ
ସବୁ କିଛି ଭୁଲି ଯାଇଛି ମିଶିଯାଏ ଏମନ
ପ୍ରୀତିର ଶ୍ରାବଣ ଛୁଆଁରେ କୁଆଡେ
ହଜିଯାଇଛି ଏମନ ଖୋଜି ପାଉନି ସତ ....
ପ୍ରମିଳା ସାହୁ