ସବୁ ଆମରି ହାତେ
ସବୁ ଆମରି ହାତେ
1 min
7.0K
ପ୍ରକୃତିର ହଟ ଚମଟ
ସବୁ ଆମରି ହାତେ ।
ପଲିଥିନ ନୁହଁ ,
ହାତରେ ବ୍ୟାଗ ଝୁଲିିଲେ
ଚମକିବ ଆମ
ମାଟି ମା ଆପେ ଆପେ ।।
( ରଞ୍ଜନ କୁମାର ଵ୍ରହ୍ମା
ଶିକ୍ଷକ CRCC, ଚିକିଟୀ ଗଡ଼ )