ଶସ୍ତା କବିତା - 98
ଶସ୍ତା କବିତା - 98
1 min
6.9K
କେତେ ଅନୁରୋଧ ତାରିଖକୁ କଲେ
ଆଉ କି ପଛକୁ ଫେରିବ
କେତେ ରଙ୍ଗ ଦେଲେ ଶୁଖିଲା ନଡିଆ
ଆଉ କି ପଇଡ ହୋଇବ
ପ୍ରମୋଦ କୁମାର ଜେନା ©