Audio

Forum

Read

Contests

Language


Write

Sign in
Wohoo!,
Dear user,
ଅମୂଲ୍ୟ ପ୍ରେମ
ଅମୂଲ୍ୟ ପ୍ରେମ
★★★★★

© Dr Susmita Dash

Others

1 Minutes   6.6K    6


Content Ranking

ଆଉ କିଛି ମାଗିବିନି, ଯାଅ ତୁମେ

କରିଦେଲି ତୁମକୁ

ପୂର୍ଣ୍ଣ ରୂପେ ସ୍ଵାଧୀନ।

ଚେନାଏ ସ୍ଵପ୍ନ, ଆଉକିଛି

ଅନ୍ତରଙ୍ଗ ମୁହୁର୍ତ୍ତର ଆଶା ,

ଦଫନ୍ କରିଦେଲି ମୋ ଛାତିରେ।

ପ୍ରେମ ର ମାନେ ହିଁ ତ ତ୍ୟାଗ।

ଶିଖିଯିବି ଧୀରେ ଧୀରେ

ବଞ୍ଚିବାକୁ, ମରିବାକୁ...

ଦିବାସ୍ୱପ୍ନ ସହ।

ଲବ୍ଧ କରିବି ପରମ ଆନନ୍ଦ

ତୁମ ଆନନ୍ଦ ରେ ,

ଉତ୍ସର୍ଗ କରି ତୁମ ନାମରେ

ପ୍ରତିଟି ନିଃଶ୍ୱାସ…

ପ୍ରତିଟି ଲୁହ।

ମାଗିବିନି, ସ୍ୱପ୍ନ, ଆଶା ,

Rate the content


Originality
Flow
Language
Cover design

Comments

Post


Some text some message..