Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Others

2  

Dr Susmita Dash

Others

ଅମୂଲ୍ୟ ପ୍ରେମ

ଅମୂଲ୍ୟ ପ୍ରେମ

1 min
6.8K


ଆଉ କିଛି ମାଗିବିନି, ଯାଅ ତୁମେ

କରିଦେଲି ତୁମକୁ

ପୂର୍ଣ୍ଣ ରୂପେ ସ୍ଵାଧୀନ।

ଚେନାଏ ସ୍ଵପ୍ନ, ଆଉକିଛି

ଅନ୍ତରଙ୍ଗ ମୁହୁର୍ତ୍ତର ଆଶା ,

ଦଫନ୍ କରିଦେଲି ମୋ ଛାତିରେ।

ପ୍ରେମ ର ମାନେ ହିଁ ତ ତ୍ୟାଗ।

ଶିଖିଯିବି ଧୀରେ ଧୀରେ

ବଞ୍ଚିବାକୁ, ମରିବାକୁ...

ଦିବାସ୍ୱପ୍ନ ସହ।

ଲବ୍ଧ କରିବି ପରମ ଆନନ୍ଦ

ତୁମ ଆନନ୍ଦ ରେ ,

ଉତ୍ସର୍ଗ କରି ତୁମ ନାମରେ

ପ୍ରତିଟି ନିଃଶ୍ୱାସ…

ପ୍ରତିଟି ଲୁହ।


Rate this content
Log in