Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

0.2  

Raja Sekhar CH V

Inspirational

ମେଧା

ମେଧା

1 min
164


ବିଦ୍ୱାନ ବିଦୁରଙ୍କ ସମ ନିଜ ଚିନ୍ତାଧାରାକୁ ରଖନ୍ତୁ ସ୍ୱଚ୍ଛନ୍ଦ ସିଧା,

ସରଳ ସୁଦିଗରେ କାର୍ଯ୍ୟାନ୍ୱିତ ହେବ ନିଜର ମତି ମେଧା ।୧

ଜୟ କରିବେ ସମସ୍ତ ବାଧା,ଜୀବନରେ ଭରି ଯିବ ସୁଧା ।୨

ବିଷମ ପରିସ୍ଥିତି କରନ୍ତୁ ହୋଇ ଜୟଯୁକ୍ତ ଯୋଦ୍ଧା,

ନିଶ୍ଚୟ ଲାଭ ହେବ ଜୟଡିଣ୍ଡିମ ଜୟ ପତାକାର ସୁବିଧା ।୩

ଯେବେ ସମ୍ମୁଖୀନ ହେବେ ସ୍ପର୍ଦ୍ଧା ପ୍ରତିସ୍ପର୍ଦ୍ଧା

କେବେ କରିବନି ପ୍ରତିରୋଧ ପରିଶ୍ରମକୁ ଅଧା ।୪

ସାଂସାରିକ ମହାମାୟାରେ କେବେ ରହିବେନି ବନ୍ଧା,

ସମିଧ ହୋଇ ଜ୍ଞାନ ଉପାର୍ଜ୍ଜନ କରିଲେ ରହିବ ସଦା ସାଧା ।୫

ସୀମିତ ଜୀବନ ଆମକୁ ଦେଇଛନ୍ତି ବସୁଧା,

ନିଜ ସଚେତ ଚେଷ୍ଟାରୁ ସେବା ପାଇଁ ପାରିବ ଆମ ବସୁଧା ।୬

ପ୍ରତିଭାର ଉତ୍ଥାନ କରେ ଆମ ମେଧା,

ଆମ ଆଭାକୁ ଉଜ୍ଜ୍ୱଳ କରେ ଆମ ମେଧା ।୭


Rate this content
Log in

Similar oriya poem from Inspirational