ପିତାମାତା
ପିତାମାତା
1 min
7K
ପିତାମାତା ଆମର ଜନ୍ମଦାତା
ନିତି କର ତାଙ୍କରି ସେବା
ମନରେ ତାଙ୍କର ନଦିଅ ଦୁଃଖ
ଭଲପାଅ ଜୀବନଯାକ
ଇଚ୍ଛା-ଅଭିଳାଷ ସବୁ ପୂରା କର
ତେବେ ହବ ମନୁଷ୍ୟ ଜନ୍ମ ସାର୍ଥକ...