Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mini Pattanayak

Others

4.7  

Mini Pattanayak

Others

ସୌନ୍ଦର୍ଯ୍ୟମୟ ଜଗତ

ସୌନ୍ଦର୍ଯ୍ୟମୟ ଜଗତ

1 min
571


ସୌନ୍ଦର୍ଯ୍ୟମୟ ଜଗତ ଆମର

ଏ ଜଗତରେ ଭରି ରହିଛି ସବୁଜମୟୀ ଶ୍ୟାମଳ ବନ ||

      ଯେତେବେଳେ ଉଇଁ ଆସେ ଭାଲେରୀ ପାହାଡ ତଳୁ

                ସେହି ସ୍ୱର୍ଣ୍ଣ କିରଣମୟୀ ଦିବାକର

ଦେଖାଯାଏ ଯେମିତିକି ସୌନ୍ଦର୍ଯ୍ୟ ଭଣ୍ଡାରର ଗନ୍ତାଘର ||

         ଏହି ସୌନ୍ଦର୍ଯ୍ୟ ମୟୀ ଜଗତରେ

   ଭରି ରହିଛି ଅନେକ ଜୀବ ମାନଙ୍କର ବାସସ୍ଥାନ ||

ଏ ଜଗତର ଧରା ପୁଷ୍ଟ କେତେ ରଙ୍ଗ ବେରଙ୍ଗ ଫୁଲରେ ରଙ୍ଗାୟିତ

   ଏହି ଫୁଲରେ ସଜେଇ ହୋଇ ଧରଣୀ ରାଣୀ ହୁଏ ମୁକରିତ ||

         ଯେତେବେଳେ ଦିବା ଯାଇ ଆସେ ରାତ୍ରୀ

 ସେତେବେଳେ ପ୍ରକଟିତ ହୁଅନ୍ତି ହୃଦୟସ୍ପର୍ଶି ସୌନ୍ଦର୍ଯ୍ୟମୟ ଶୀତଳ ଶଶୀ ||

ଏହି ଶୀତଳ ଶଶୀ ଅନ୍ଧାର ରାତିର ଏକ ଉଜ୍ୱଳ ମାନ ପିଣ୍ଡ ସଦୃଶ୍ୟ

     ଏହି ଶଶୀର ଚର୍ତ୍ତୁପାର୍ଶ୍ୱ ରେ ଛୋଟଛୋଟ ତାରା ବିରାଜମାନ

             ଏହି ଛୋଟ ତାରା ଦେଖାଯାନ୍ତି ସୁସମାନ ଓ ସୁଶୋଭିତ ||

               ଏହି ସବୁ ଆମ ଜଗତର ଧରା

ଏ ଜଗତ ରିହିଥାଉ ଚିରଦିନ ପାଇଁ ୟୁଜିବିତ ଓ ସୌନ୍ଦର୍ଯ୍ୟ ମଣ୍ଡିତ ||



Rate this content
Log in