Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

3  

Susil Pani

Others

ଜଗତର ନାଥ

ଜଗତର ନାଥ

1 min
7.0K



ଜଗନ୍ନାଥ ଜଗନ୍ନାଥ

ହେ.... ଜଗନ୍ନାଥ

ତୁମ ବିନା ଏ ଜଗତେ,

କିଛି ନୁହେଁ ସତ ।

ତୁମେ ଶଙ୍ଖ ଚକ୍ର ଧାରି,

ତୁମେ ଅନ୍ତରଜାମି ।

ସକଳ ଘଟରେ ରହି ,

ସର୍ବ ପାରନ୍ତି ଜାଣି ।

ତୁମେ ପାଳନ କର୍ତ୍ତା,

ତୁମେ ହର୍ତ୍ତା କର୍ତ୍ତା ।

ତୁମ ବିନା ଏ ଜୀବର,

ନାହିଁ କିଛି ସର୍ତ୍ତ। ।

ତୁମେ ନିଳାଞ୍ଚଳ ବାସି ,

ବରୁଣ ଦେବଙ୍କ ଜାମାତା ।

ତୁମ ଘରଣି ଅର୍ଣ୍ଣପୂର୍ଣ୍ଣା ,

ସେ ଯେ ଅର୍ଣ୍ଣ ଦାତା ।

ତୁମେ ପ୍ରଭୂ ତାରି ପାର ,

ତୁମେ ପାର ମାରି ।

ତୁମ ବିନା ଏ ଜଗତେ,

କେହି ନୁହେଁ ସରି।।


କବି: ସୁଶିଲ୍ କୁମାର ପାଣି


Rate this content
Log in