Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Pattanayak

Others

2  

Manas Ranjan Pattanayak

Others

କାଳିଆ ସାଆନ୍ତ (ଭାଗ ୪୧)

କାଳିଆ ସାଆନ୍ତ (ଭାଗ ୪୧)

1 min
112



ଘରମଣି ସହ ମୁହିଁ ଯିବି ଶଂଖକ୍ଷେତ୍ର


ଏ ଭବ ସାଗରେ ଆମେ ନିମିଷଟେ ମାତ୍ର


ଆହେ ମହାବାହୁ ତୁମେ କରୁଣା ଇଶ୍ବର


ମାୟା ମୋହ ଜଞ୍ଜାଳରୁ ପ୍ରଭୁ ପାରି କର


ଦୁନିଆ ଡାକଇ ପରା ତାହାଙ୍କୁ ସାଆନ୍ତ


କହିକି ପାରିବ କିଏ ଅଛି ବଳବନ୍ତ?


+++++++++++++++++

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ

ସାକ୍ଷିଗୋପାଳ ପୁରୀ


Rate this content
Log in