Audio

Forum

Read

Contests

Language


Write

Sign in
Wohoo!,
Dear user,
ଲାଲ୍ ଛକି
ଲାଲ୍ ଛକି
★★★★★

© Shaktiprada Mohapatra

Inspirational

1 Minutes   6.9K    4


Content Ranking

ସମ୍ପର୍କ ! 

ସମ୍ପର୍କର ନଈ ଵୋହିଯାଏ ସର୍ପିଳ ଗତି ନେଇ।

ସମ୍ପର୍କର ସମ୍ପର୍କ -

କେଉଁଠି ଆଦ୍ର ତ କେଉଁଠିି ଶୁଷ୍କ !

   

ଜୀବନ !

ଜୀବନ ବି ସର୍ପିଳ ।

ସେ ସୁୁନ୍ଦର ଲୁଚକାଳି ଖେଳେ

ହେଲେ, ଲାଲ୍ ଛକିର ଅନ୍ତରାଳେ...

ଜୀବନଟା ଯେ କେବଳ ଲଲ୍ ଛକି କାଳେ କଳେ।

ସିଏ ବି ନୁହେଁ ଶୁଷ୍କ ନୁହେଁ ଆଦ୍ର-

ସଵୁୁୁଵେଳେ ..... ସଵୁଵେଳେ ।

ସମ୍ପର୍କ ଜୀବନ ଲାଲ୍ ଛକି

Rate the content


Originality
Flow
Language
Cover design

Comments

Post


Some text some message..