ଲାଲ୍ ଛକି
ଲାଲ୍ ଛକି
ସମ୍ପର୍କ !
ସମ୍ପର୍କର ନଈ ଵୋହିଯାଏ ସର୍ପିଳ ଗତି ନେଇ।
ସମ୍ପର୍କର ସମ୍ପର୍କ -
କେଉଁଠି ଆଦ୍ର ତ କେଉଁଠିି ଶୁଷ୍କ !
ଜୀବନ !
ଜୀବନ ବି ସର୍ପିଳ ।
ସେ ସୁୁନ୍ଦର ଲୁଚକାଳି ଖେଳେ
ହେଲେ, ଲାଲ୍ ଛକିର ଅନ୍ତରାଳେ...
ଜୀବନଟା ଯେ କେବଳ ଲଲ୍ ଛକି କାଳେ କଳେ।
ସିଏ ବି ନୁହେଁ ଶୁଷ୍କ ନୁହେଁ ଆଦ୍ର-
ସଵୁୁୁଵେଳେ ..... ସଵୁଵେଳେ ।