Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୪୩୬

ଜୀବନ ଗୀତା-୪୩୬

1 min
271


ମହା କାଳର ମହା ସ୍ରୋତରେ

ଜୀବନ ତ ଭାସୁଥାଏ

ଆଜିର କଥା କାଲି ପାଇଁକି

କିମ୍ବଦନ୍ତୀ ହୋଇଯାଏ ॥୦॥

ମରତେ ଜନମି ମହାପ୍ରଭୁ ବି

ମହାପ୍ରୟାଣ ଲଭେ

ମହତ କରମ କାଳକାଳକୁ

ରହିଯାଏ ଏ ଭବେ

କାଳ ବକ୍ଷରେ ଅମର ହୋଇ

ଯଶ ଏକା ରହିଯାଏ ॥୧॥

ଉନ୍ନତ ଉଦାର ମାନବିକତା

ଅସଲ ଏ ଜଗତେ

ସାଧନା ବଳରେ ସବୁ ସଂଭବ

ଚାଲୁଥିଲେ ସତପଥେ

ଇତିହାସରେ ଚିର ଭାସ୍ୱର

କୀର୍ତ୍ତିମାନ ହୋଇଥାଏ ॥୨॥



Rate this content
Log in