Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Pattnaik

Comedy

2  

Kamal Pattnaik

Comedy

ଲେକଚର ଶଳା କିରାଣି ସାଆରେ…

ଲେକଚର ଶଳା କିରାଣି ସାଆରେ…

1 min
7.1K


କଲେଜ ପିଲାଙ୍କ ନଲେଜ ପ୍ରବଳ
ରଖନ୍ତି ସମ୍ପର୍କର ସେତୁ ବଢେଇ...
ବରଷ ଯାକ କିଲାସ ନକରି
ଭଣ୍ଡାମିରେ ଦେଲେ ଉଡେଇ,
ପରୀକ୍ଷା ବେଳକୁ ଉପସ୍ଥାନ ନାହିଁ
ଖୋଜା ପଡନ୍ତି ପିଅନ ଭାଇ,
ଭାଇ ମନ୍ତ୍ରଣାରେ ମାରନ୍ତି ଡିଆଁ
ପିଲାଏ ଆମର ସାରେ ସାରେ କହି,
କିରାଣି ସବୁ ସାରେ ହୁଅନ୍ତି
ଉପସ୍ତାନ ସଂଖ୍ୟା ଦେଲେ ବଢେଇ,
ଲେକଚର କଥା କିଏ ଶୁଣୁଚି
ପଢାଏ ବକର ବକର ହୋଇ,
ସନମାନ ଦେଇ ଡାକୁଛ ଶଳା
ସିଏ, ତୁମ କୋଉ ଭାରିଜାର ଭାଇ ???


Rate this content
Log in

Similar oriya poem from Comedy