Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ପୁନେଇଁ ଜହ୍ନ

ପୁନେଇଁ ଜହ୍ନ

1 min
6.7K


ତୁମେ ଖେଳାଇଲ ପ୍ରୀତିର ମହକ

ମନ ବଗିଚାକୁ ଆସି

ସେହି ମହକର ମଧୁର ବାସ୍ନାରେ

ଯାଉଛି ଆଜି ମୁଁ ଭାସି ।

ମନଟା ମୋହର ମତୁଆଲା ହେଲା

ତୁମ ମଧୁ ସ୍ପର୍ଶ ପାଇ

ତୁମେତ ଆସିଲ ଜୀବନେ ମୋହର

ଖୁସିର ଠିକଣା ନେଇ ।

ବାଟଭୁଲା ଏକ ପଥିକଟେ ଥିଲି

ଧରିନେଲ ମୋର ହାତ

ଜୀବନ ନଈ ମୋ ପାରି କରିବାକୁ

ସାଜିଲ ଆହୁଲା କାତ ।

ଜୀବନ ବୀଣାରେ ତୁମେ ଭରିଦେଲ

ସଙ୍ଗୀତର ମଧୁ ସ୍ଵନ

ମୋ ମନ ଆକାଶେ ତୁମେତ ସାଜି

ପ୍ରୀତିର ପୁନେଇଁ ଜହ୍ନ ।


Rate this content
Log in