Audio

Forum

Read

Contests

Language


Write

Sign in
Wohoo!,
Dear user,
ପୁନେଇଁ ଜହ୍ନ
ପୁନେଇଁ ଜହ୍ନ
★★★★★

© Prasant Kumar Nath

Others

1 Minutes   6.7K    6


Content Ranking

ତୁମେ ଖେଳାଇଲ ପ୍ରୀତିର ମହକ

ମନ ବଗିଚାକୁ ଆସି

ସେହି ମହକର ମଧୁର ବାସ୍ନାରେ

ଯାଉଛି ଆଜି ମୁଁ ଭାସି ।

ମନଟା ମୋହର ମତୁଆଲା ହେଲା

ତୁମ ମଧୁ ସ୍ପର୍ଶ ପାଇ

ତୁମେତ ଆସିଲ ଜୀବନେ ମୋହର

ଖୁସିର ଠିକଣା ନେଇ ।

ବାଟଭୁଲା ଏକ ପଥିକଟେ ଥିଲି

ଧରିନେଲ ମୋର ହାତ

ଜୀବନ ନଈ ମୋ ପାରି କରିବାକୁ

ସାଜିଲ ଆହୁଲା କାତ ।

ଜୀବନ ବୀଣାରେ ତୁମେ ଭରିଦେଲ

ସଙ୍ଗୀତର ମଧୁ ସ୍ଵନ

ମୋ ମନ ଆକାଶେ ତୁମେତ ସାଜି

ପ୍ରୀତିର ପୁନେଇଁ ଜହ୍ନ ।

ପ୍ରୀତି ସ୍ପର୍ଶ ସ୍ଵନ

Rate the content


Originality
Flow
Language
Cover design

Comments

Post


Some text some message..