ଜନ୍ମଭୂମିର ବାସ୍ନା
ଜନ୍ମଭୂମିର ବାସ୍ନା
1 min
6.6K
ମୋ ଜନ୍ମ ଭୂମିର ବାସ୍ନା
ଲାଗେଭାରି ମଧୁର
ଯେମିତି ମୋ ଜନ୍ମ ଭୂମି
ମଲ୍ଲି ଫୁଲର ହାର
ଗାଁ ଦାଣ୍ଡେରେ ଖେଳୁଥିଲୁ
ଅନେକ ଖେଳ
କେତେ ସାଙ୍ଗ ସାଥି
ସହ କଟୁ ଥିଲା ସମୟ
ସମୟ ଚାଲି ଗଲା
ନିଜର ବାଟରେ
ମୁଁ ପଡ଼ି ରହିଲି
ମୋ ଜନ୍ମ ଭୂମି ପ୍ରେମରେ...
ପ୍ରମିଳା ସାହୁ