Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

2  

Bikesh Sahu

Others

ବିପ୍ଲବୀ

ବିପ୍ଲବୀ

1 min
6.8K


ମୁଁ ତ କବିଟିଏ ନୁହଁ

ବିପ୍ଲବୀ ଟିଏ

ଲଢ଼ୁଛି ଜୀବନ ଯୁଦ୍ଧ

କଲମର ସେଇ ତୀକ୍ଷ୍ଣ ମୁନ

ଆଉ ଧଳା ଫର ଫର କାଗଜ କୁ

ଅସ୍ତ୍ର ସଜେଇ

ନିତି ନିତି ମୁଁ ବିପ୍ଳବ କରେ

ମରଣକୁ ନାହିଁ ଭୟ ।

ସଜାଇ ଦିଏ ମୁଁ ଏଇ ସମାଜକୁ

ମୋ ନିଜ ରଣକ୍ଷେତ୍ର

ଆଉ ଶତ୍ରୁ ମୋର

ଲୋଭ,ମୋହ,କ୍ରୋଧ ଅଜ୍ଞାନ ଅନ୍ଧକର

କରୁଥାନ୍ତି ମୋତେ ପାଲଟା ପ୍ରହାର

ତଥାପି ନାହିଁ ଭୟ

ହାରିବାର ତ ପ୍ରଶ୍ନ ନାହିଁ

ଥିବା ଯାଏଁ ମୋ ନିଃଶ୍ୱାସ

ମୁଁ କବିଟିଏ ନୁହଁ

ବିପ୍ଲବୀ ଟିଏ

ଲଢ଼ୁଛି ଜୀବନ ଯୁଦ୍ଧ ।।


Rate this content
Log in