Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Inspirational

2  

Pramila Sahoo

Inspirational

ଜୀବନ ଚକ୍ର

ଜୀବନ ଚକ୍ର

1 min
6.3K


ଜୀବନ ଚକ୍ରରେ

ଆସେ ଅନେକ ପରିବର୍ତ୍ତନ

କେବେ ଦୁଃଖ ତ ଆଉ କେବେ

ଅସହାୟ "ମା"ର ଆଖି ଲୁହ

ଆଶା ବାନ୍ଧି ଥାଏ ମନରେ

ହେଲେ ସେ ହୁଏ ନାହିଁ ପୂରଣ

କିନ୍ତୁ ତା ଦୁଇ କରୁଣ ଆଖି

ଆଉ ତା ବିକଳ ମୁହଁ

ଚାହୁଁଥାଏ ଟିକିଏ ସ୍ନେହ ପ୍ରେମ ||


ଜନ୍ମ ପରଠୁ ମରଣ ଯାଏଁ

ପ୍ରତିମୂହୁର୍ତ୍ତେ ଦୁଃଖ ଯନ୍ତ୍ରଣା ସହେ

ଯେମିତି ବୃକ୍ଷ ଖରା ,ବର୍ଷା ,ଆଉ ଶୀତ

ସେମିତି ମା ଭଲ ,ଖରାପରେ ହୁଏ ସାହା.....||


ପ୍ରମିଳା ସାହୁ


Rate this content
Log in

Similar oriya poem from Inspirational