Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Others

3  

Srinibas Mahalik

Others

ସ୍ୱଚ୍ଛତା ମିଶନ

ସ୍ୱଚ୍ଛତା ମିଶନ

1 min
6.8K


ଅଛି ଏଠି ଗୋଟେ ଏଭଳି ମିଶନ

ଯାହା ଲାଗେ ପ୍ରହସନ

ସେଇଟା ହେଉଛି ନରେନ୍ଦ୍ର ମୋଦିଙ୍କ

ସ୍ବଚ୍ଛ ଭାରତ ଅଭିଯାନ ।।

ବିନା କ୍ୟାମେରାରେ ବିନା ବ୍ୟାନରରେ

ହେବା ଏହା ଅସମ୍ଭବ

ଫଟୋ ଉଠାଉଠି ପୋଗ୍ରାମ ନହେଲେ

କେମିତି କହୁନ ହେବ !!

ମୋଦିଜୀଙ୍କ ଏହି ସ୍ବଚ୍ଛ ଭାରତର

ପ୍ରକୃତ ଉଦ୍ଦେଶ୍ୟ ଛାଡି

ଲୋକ ଦେଖାଣିଆ ଫଟୋ ନେବାରେ ହିଁ

ରହୁଛନ୍ତି ସବୁ ଯୋଡି ।।

ସ୍ବଚ୍ଛତା ଦିଗରେ ଭାରତ ବର୍ଷରେ

ଅାସିଛି ଚେନଜେସ ବହୁ

ତେଣୁ ମୋଦିଜୀଙ୍କ ପାଖରେ ମୋହର

କୃତଜ୍ଞତା କିଛି ରହୁ ।।



@ବିଜୟନଗର, ଗଣିଆ, ନୟାଗଡ଼


Rate this content
Log in