Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sushantkumar Pradhan

Inspirational

3  

Sushantkumar Pradhan

Inspirational

ଜଟିଳ ଜଂଜାଳ

ଜଟିଳ ଜଂଜାଳ

1 min
6.7K


 

ଉପର ବାଲାରେ ଉପରବାଲା 

ଲଗେଇଛୁ କିଆଁ ଏମିତି ପାଲା 

ସଂସାର ଜଂଜାଳ ଏମିତି ଜଟିଳ 

କାନ୍ଦି କାନ୍ଦି ମୋର ଜୀବନ ଗଲା ।।

ଆତ୍ମୀୟତା ଏଠି ପଡିଯାଏ ବଂଧା 

ପିରତୀର କାଠଗଡାରେ 

ବିଶ୍ୱାସ ଭରସା ମଳିନ ପଡଇ 

ପ୍ରେମର ଛଳନା ଫାଶରେ ।।

ହସର ପସରା ମିଳେନାହିଁ ଏଠି 

ଝରେ ଲୁହ ଲହୁ ଝରଣା 

ସମ୍ପର୍କର ମାନେ ଖୋଜେ ନାହିଁ କେହି 

ବୁଝେନା ଅନ୍ତର ବେଦନା ।।

 ସୁଶାନ୍ତ ପ୍ରଧାନ 

   ବଂଧହୁଡା

ନରସିଂହପୁର କଟକ


Rate this content
Log in

Similar oriya poem from Inspirational