Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନ୍ତଃସ୍ୱର-୭୮
ଅନ୍ତଃସ୍ୱର-୭୮
★★★★★

© Ram Prasad Bisoi

Others

1 Minutes   1.2K    3


Content Ranking

ମୋ ଆଖିର ନିଦ 

ଯେ ତୁମେ 

ତୁମ ଆଖିରେ କରି ନେଇଛ 

ଆପଣାର 

ତୁମ ଅଜାଣତରେ 

କେମିତି ସେ କରିବ 

ପ୍ରତାରଣା 

ତୁମ ଭଳି

ସେ ତ ଯାହା ଦେଖେ ଛାପି ଦିଏ 

ଅବିକଳ ରୂପ ମନ ଭିତରେ

ଯେମିତି

ହଜିଲା ବିଛୁଡା ପ୍ରେମ

ଛାଡି ଚାଲିଯାଏ

କେବଳ 

ମଶାଣିକୁ ଗଲା 

ପରେ ---------------------------!

©®କାଶ୍ୟପ

ରାୟଗଡା

ନିଦ ପ୍ରତାରଣା ପ୍ରେମ

Rate the content


Originality
Flow
Language
Cover design

Comments

Post


Some text some message..