ସଙ୍ଘର୍ଷ
ସଙ୍ଘର୍ଷ
1 min
1.4K
କେତେ ଥର ମୁଁ ହଜିଛି
ତମ ସହିତ ନିଜକୁ ହଜେଇଛି
ଜୀବନ ସହ ସଙ୍ଘର୍ଷ କରି
ଜୀବନର ସବୁ ସମୟରେ
ତମକୁ ଝୁରିମରି ।
କେତେ ଥର ମୁଁ ହଜିଛି
ତମ ସହିତ ନିଜକୁ ହଜେଇଛି
ଜୀବନ ସହ ସଙ୍ଘର୍ଷ କରି
ଜୀବନର ସବୁ ସମୟରେ
ତମକୁ ଝୁରିମରି ।