Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ମୃତିଟିଏ ମନେପଡେ
ସ୍ମୃତିଟିଏ ମନେପଡେ
★★★★★

© Sandhya Rani Panigrahy

Others

1 Minutes   6.4K    11


Content Ranking

ଥରେ ଥରେ ଏମିତି ବି ହୁଏ

ବରଷାରେ ଭିଜି ବତୁରି ଯାଇଥିବା

ହୃଦୟଟା ପୁଣି କୁହୁଡିରେ କାକରରେ

ଜମାଟ ବାନ୍ଧି ଛନ୍ଦି ହୁଏ କୋହର ଲୁହରେ

ମିଠା ମିଠା କଥା ସବୁ କୁହୁଲି ହୁଏ

ଚାରି କାନ୍ଥ ଚଟାଣରେ

କେତେ ଭଲ ପାଇବାରେ

କେତେବେଳେ ଦୁଇ ଧାର ନୟନର

ମନ୍ଥନରୁ ଭୁଲିଯିବା ବା ଭୁଲିଥିବା ମନର

ଭୁଲ ଗୁଡାକ ବି ମନେପକେଇ ଆସନ୍ତି ଏଥର.....

ବରଷା ହୃଦୟ କାକର

Rate the content


Originality
Flow
Language
Cover design

Comments

Post


Some text some message..