Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sandhya Rani Panigrahy

Others

2  

Sandhya Rani Panigrahy

Others

ସ୍ମୃତିଟିଏ ମନେପଡେ

ସ୍ମୃତିଟିଏ ମନେପଡେ

1 min
6.5K


ଥରେ ଥରେ ଏମିତି ବି ହୁଏ

ବରଷାରେ ଭିଜି ବତୁରି ଯାଇଥିବା

ହୃଦୟଟା ପୁଣି କୁହୁଡିରେ କାକରରେ

ଜମାଟ ବାନ୍ଧି ଛନ୍ଦି ହୁଏ କୋହର ଲୁହରେ

ମିଠା ମିଠା କଥା ସବୁ କୁହୁଲି ହୁଏ

ଚାରି କାନ୍ଥ ଚଟାଣରେ

କେତେ ଭଲ ପାଇବାରେ

କେତେବେଳେ ଦୁଇ ଧାର ନୟନର

ମନ୍ଥନରୁ ଭୁଲିଯିବା ବା ଭୁଲିଥିବା ମନର

ଭୁଲ ଗୁଡାକ ବି ମନେପକେଇ ଆସନ୍ତି ଏଥର.....


Rate this content
Log in