Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

3  

K. Nirmal

Others

ସପନରେ ଶେଷ ପଥ

ସପନରେ ଶେଷ ପଥ

1 min
2.6K


ଆହେ ଚକ୍ରପାଣି ହୃଦୟରେ ହାଣି
ସପନ ରେ ନିଅ ମୋତେ
ବଡ଼ ଦେଉଳକୁ ଯାଉଥିବି ମୁହିଁ
ଶୂନ୍ୟ ତୁମ ରଥ ପଥେ ।

ଆଖି ଦେଖୁଥିବ ଚକାଆଖି ରୂପ
ଉଜ୍ଜ୍ୱଳ ସୂର୍ଯ୍ୟର ଆଭା,
କାନେ ବାଜୁଥିବ ଘଣ୍ଟି ଅନୁଭୂତି
ସ୍ୱରତାର ମନ ଲୋଭା।,

ଗାଇ ତୁମ ନାମ ବିଭୋରିତ ହେବି
ହଜିଯିବ ମୋର ମନ,
ବାଇଶି ପାହାଚେ ଗଢୁଥିବି ସତେ
ଜପୁଥିବି ଭଜମନ ।

ଆନନ୍ଦ ବଜାର ପାଖେ ଥିବ ମୋର
ଖାଇବି ମୁହିଁ ଅଭଡ଼ା,
ଦର୍ଶନ କରି ଫେରି ମୁଁ ଆସିବି
ଶେଷ ପଥ ମୋ ବାହୁଡ଼ା ।


◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)
◆ମୋବାଇଲ:-୯୫୬୬୧୧୩୬୦୭
◆ Gmail :- nirmaln270@gmail.com


Rate this content
Log in