Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୮୦
ସଂଳାପ-୮୦
★★★★★

© Ram Prasad Bisoi

Others

1 Minutes   1.1K    4


Content Ranking

ସଂଳାପ-୮୦
 
ଜୀବନ,
ତୁମେ ଯଦି ଗପ ହୁଅ,
ପ୍ରେମ ତୁମେ ବନି ପାରିବ କି ?
କବିତା କବିତା----------!
ହୃଦୟରେ ତୁମକୁ 
ଢେର ସଞ୍ଚି ରଖିଛି
ମୁକ୍ତ ଭାବେ 
ବାଣ୍ଟି ବି ଚାଲିଥିବି 
ଯେତେଦିନ ଅଛି ମହିମଣ୍ଡଳେ
ତୁମକୁ ନେବାରେ 
କାର୍ପଣ୍ୟତା ଥାଇପାରେ
କିନ୍ତୁ ମତେ 
ବାଣ୍ଟିବାରେ ନାହିଁ
ଦ୍ଵିଧା
ଜୀବନ ତୁମେ 
ଗପ,ଗପ ;
ପ୍ରେମ ତୁମେ  
କବିତା,କବିତା ।
 
©®କାଶ୍ୟପ,ରାୟଗଡା ।

ସଂଳାପ-୮୦

Rate the content


Originality
Flow
Language
Cover design

Comments

Post


Some text some message..