Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Shiba Prasad Tripathy

Others

5.0  

Dr. Shiba Prasad Tripathy

Others

ତିନିଟି ସ୍କେଚ

ତିନିଟି ସ୍କେଚ

1 min
201


(1)

ଯେବେ ଆକାଶକୁ ଦେଖିଲି

ନଈ ପଛରୁ ଡାକିଲା,

ବାଙ୍କମୁହାଁ ହେଲାବେଳେ

ସ୍ମୃତିର ପଠାରେ

ମୁହୂର୍ତ୍ତର ଫଳକ ହସୁଥିଲା ....


(2)

ତୁମେ ଆଉ ଲେଖନାହିଁ ଚିଠି

ନାଁ-ଗାଁ ଲେଖାଥିବା

ଭୂଲ୍ ଠିକଣାରେ,

ମୁଁ ତ ଜଳୁଛି ଏବେ

ତୀବ୍ର ଦରଜରେ

ଆଦ୍ଯରୁ ପ୍ରାନ୍ତ ଯାଏ

ଧାରା ଶ୍ରାବଣରେ .....


(3)

ତୁମ ଓଠ ଧାରେ ଧାରେ

ମୋ' ଶବ୍ଦର ନଈ

ଜାଣିନି, ଆସନ୍ତା କାଲିକୁ

କାତ ପାଇବ କି ନାହିଁ ......



Rate this content
Log in