ଶସ୍ତା କବିତା - 69
ଶସ୍ତା କବିତା - 69
1 min
1.4K
ପରିଚୟ ପାଇଁ ମାଆ କୋଳେ ଦିନେ
କାନ୍ଦୁଥିଲ କୁଆଁ କୁଆଁ
ପରିଚୟ ନେଇ କି ସାର୍ଥକ କଲ
ପଚାରେ ଆଜି ଦୁନିଆଁ
ପ୍ରମୋଦ କୁମାର ଜେନା ©