Audio

Forum

Read

Contests

Language


Write

Sign in
Wohoo!,
Dear user,
✿ ବୁଝାମଣା  ✿
✿ ବୁଝାମଣା ✿
★★★★★

© Amiya Bej

Others

1 Minutes   6.8K    3


Content Ranking

✿ ବୁଝାମଣା  ✿

ଅବୁଝା ହୋ'ନା ଜମା ,
ବୁଝାଇ ମୁଁ ପାରିବିନି 
ବୁଝାମଣା  ଅଳନ୍ଧୁରେ ,
ତୋତେ  ଖୋଜି ପାଇବିନି ।

ଅଛି-ନାହିଁ , ସତ-ମିଛ
ତେଲ-ଲୁଣ , ରାଗ-ରୋଷ,
ଗହଳି ରେ ଲୁଚିଯାଏ ,
ସବୁଯାକ ଖୁସିଗପ ।।

ଅବୁଝା ହୋ'ନା ଜମା,
ବୁଝାଇ ମୁଁ ପାରିବିନି ,
ଗାଁ କ୍ଷେତ , ନଈ ସେପାଖ,
ମୁହଁସଂଜ, ପାହାନ୍ତି ପ୍ରହର,
ବୋହୂଚୋରୀ, ବରକୋଳି ,
ନିରୋଳା ର କଥାସବୁ -
କେବେ ଜମା ଭୂଲିବୁନି ।।।
ଅବୁଝା ହୋ'ନା ଜମା.....

✿✿✿ ଅମୀୟ ବେଜ୍ ✿✿✿

✿ ବୁଝାମଣା ✿

Rate the content


Originality
Flow
Language
Cover design

Comments

Post


Some text some message..