Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Others

2  

Pramila Sahoo

Others

କବିତା

କବିତା

1 min
6.7K


ରଜନୀର ଅଧ ପହରରେ
ତୁମ ସ୍କୃତି ଆଖି ଆଗରେ
ଛବି ହୋଇ ନାଚିଯାଏ
ଏ ମନ ମାନେନି ଜମା
ମାଗୁଥାଏ ପ୍ରୀତିର ପାଉଣା
ଏ ହୃଦୟ ନିତି ଚାହେଁ ତୁମକୁ
କରିବାକୁ ପ୍ରେମିକା ......


ପ୍ରମିଳା ସାହୁ


Rate this content
Log in