Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

कार्त्तिक सेठी

Others

2  

कार्त्तिक सेठी

Others

ଧନ୍ୟ ବେଣୁପାଣି

ଧନ୍ୟ ବେଣୁପାଣି

1 min
186


ତୋ ବାଙ୍କ ଚାହାଁଣି ମନ ନିଏ କିଣି

ହୃଦେ ଆଣେ ଭାବ ଉଜାଣି

କିଏ ସେ ବିନ୍ଧାଣି ଗଢିଅଛି ଜାଣି

ବୁଦ୍ଧି ତା'ର ମୁକୁତା ମଣି ।।

ତୋ'ମୁରଲୀ ଶୁଣି ରୁଦ୍ଧ ହୁଏ ବାଣୀ

ନୟନ ରୁ ଝରଇ ପାଣି

ଧନ୍ୟ ବେଣୁପାଣି ଅଶ୍ରୁଧନ ମଣି

ଅଶ୍ରୁ କୁ ଦେଇ କରୁ ଋଣୀ ।।


Rate this content
Log in