Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଣୁତେଣୁ - ୨୧
ଏଣୁତେଣୁ - ୨୧
★★★★★

© Neelima Nivedita Behera

Romance

1 Minutes   1.1K    5


Content Ranking

ଖରାରେ ବୁଲିଲେ ନାଲି ପଡ଼ିବିନି

ନୁହେଁ ମୁଁ ସୁନ୍ଦରୀ ଗୋରୀ

ତଥାପି ହସ ମୋ ମଖମଲ୍ଲୀ ବୋଲି

ବୋଲାଏ ମୁଁ ନୀଳ ପରୀ;

ନୀଳ ନିରବତାକୁ ଓଠରେ ସଜାଇ

ଆଖିରେ ମାଖଇ ଲୁହ

ଶବ୍ଦମାନେ ଯେବେ ସହାୟ ହୁଅନ୍ତି

ଛୁଟଇ କବିତା ସୁଅ ।

ଖରାରେ ପଡ଼ିବିନି ସୁନ୍ଦରୀ

Rate the content


Originality
Flow
Language
Cover design

Comments

Post


Some text some message..