ଏଣୁତେଣୁ - ୨୧
ଏଣୁତେଣୁ - ୨୧
1 min
1.1K
ଖରାରେ ବୁଲିଲେ ନାଲି ପଡ଼ିବିନି
ନୁହେଁ ମୁଁ ସୁନ୍ଦରୀ ଗୋରୀ
ତଥାପି ହସ ମୋ ମଖମଲ୍ଲୀ ବୋଲି
ବୋଲାଏ ମୁଁ ନୀଳ ପରୀ;
ନୀଳ ନିରବତାକୁ ଓଠରେ ସଜାଇ
ଆଖିରେ ମାଖଇ ଲୁହ
ଶବ୍ଦମାନେ ଯେବେ ସହାୟ ହୁଅନ୍ତି
ଛୁଟଇ କବିତା ସୁଅ ।