Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

5.0  

Sukanti Hotta

Others

ସମ୍ପର୍କର ମୂଲ୍ୟ

ସମ୍ପର୍କର ମୂଲ୍ୟ

1 min
483


ଅବୁଝା ବୁଝେନି ସମ୍ପର୍କର ମୂଲ୍ୟ

ଅଜ୍ଞାନୀ ବୁଝେନି ମଧ୍ୟ

ଅଭିମାନ କରି ଯିଏ ରହିଯାଏ

ସମ୍ପର୍କ ତୁଟିବ ବାଧ୍ୟ l


ସମ୍ପର୍କ ଅଟଇ ସୁନ୍ଦର ସେତୁଟି

ଦୁହିଁଙ୍କୁ ଗୋଟିଏ କରେ

ସମ୍ପର୍କର ମୂଲ୍ୟ ଯିଏ ବୁଝିଥାଏ

ଶାନ୍ତିରେ ସଂସାର ଭରେ l


ଅନେକକୁ ଏକ କରଇ ସମ୍ପର୍କ

ଧନ୍ୟ ସିଏ ଅଟେ ପରା

ଦୁନିଆରେ ଶ୍ରେଷ୍ଠ ଅଟଇ ସମ୍ପର୍କ

ସୁନ୍ଦର କରାଏ ଧରା l



Rate this content
Log in