Audio

Forum

Read

Contests

Language


Write

Sign in
Wohoo!,
Dear user,
ସତ ହୋଇନପାରେ
ସତ ହୋଇନପାରେ
★★★★★

© Amiya Bej

Others

1 Minutes   6.6K    1


Content Ranking

❇ ସତ ହୋଇନପାରେ ❇

ନିଇତି କଥା ଅକଥାରେ
ହୃଦୟ ଗୁଡାକ
ଚୁନା କାଚ ପରି ରୁଣୁଝୁଣୁ ହୋଇ 
ଭାଙ୍ଗିଯିବାଟା
ସତ ହୋଇ ପାରେ ।
ସଜ ଫୁଲ ପାଖେ,ବାସିର ଆଦର
ଉଣା ହେବାଟା ବି
ସତ ହୋଇପାରେ ।।
ସେଇ ଭଙ୍ଗା ହୃଦୟର
ଟୁକୁଡାମାନଙ୍କୁ ତଥାପି ,
ଭରସା କରିବାଟା
ସତ ହୋଇପାରେ ।।।
କିନ୍ତୁ ...
ଥରେ ଭାଙ୍ଗିଗଲେ --
କାଚ ହେଉ ଅବା ଭଙ୍ଗା ହୃଦୟ ,
ପୁଣିଥରେ ଯୋଡି ହୋଇଯିବା 
କେବେ ..
ସତ ହୋଇନପାରେ ।।।।
☀ ଅମୀୟ ବେଜ☀

ସତ ହୋଇନପାରେ

Rate the content


Originality
Flow
Language
Cover design

Comments

Post


Some text some message..