Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pankajini Upadhaya

Inspirational

3  

Pankajini Upadhaya

Inspirational

କବିତା କେମିତି ଲେଖେ

କବିତା କେମିତି ଲେଖେ

1 min
6.5K


ଜୀବନ ରାସ୍ତା

ଜୀଇବାର ରାସ୍ତା

କେବେ ଖାଲ ତ କେବେ ଢିପ।

ଚାଲୁ ଚାଲୁ

କେବେ ଥକା ଲାଗିଯାଏ ତ

କେବେ ଦୌଡ଼ିବାକୁ ହୁଏ ତିବ୍ର ବେଗରେ

କେବେ ପୁଣି ଝୁଣ୍ଟି ଝୁଣ୍ଟି

କେବେ ମିଳିଯାଏ

ସମ୍ପର୍କର ଯାଦୁକରି ତ

କେବେ ସମ୍ପର୍କରେ ଘନଘଟା

କେବେ ବନ୍ଧନରେ ମାଦକତା ତ

କେବେ ପୁଣି ଶିଥିଳତା

ହଜିଯିବାର ଆନନ୍ଦ ତ

ବୁଡି ଯିବାର କାତରତା

ଚାଲିବାକୁ ହେବ

ଜୀବନର ସେଇ ତ୍ରିଛକି ରାସ୍ତାରେ

ସବୁ ପରିସ୍ଥିତିରେ

ସବୁ ସମସ୍ୟା ଘେରରେ

ଆରାମରେ ଜିଇବାକୁ ହେବ

ଈଶ୍ୱରଙ୍କ ସୃଷ୍ଟିକୁ

ସମ୍ମାନ ଦେବାକୁ ହେବ

ବାସ୍ ସେଇଠି ତ ସାର୍ଥକତା

ଏଇ ତ ଜୀବନ

ପ୍ରତିଟି ଜୀବର।


Rate this content
Log in