Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

3  

Ambika Swain

Others

ଅଫେରନ୍ତା ସ୍ମୃତି

ଅଫେରନ୍ତା ସ୍ମୃତି

1 min
6.6K


ଦଗ୍ଧଧୀଭୂତ ସ୍ମୃତି ଦିଶେ ଜଳ ଜଳ

ଜୀବନର ଯଉଘରେ

ଯନ୍ତ୍ରଣା ସିକ୍ତ ଲୋତକ ବହି ଯାଏ

ଝର ଝର ଝରଣାରେ ।

ଅଙ୍କାବଙ୍କା ରାସ୍ତା ଦେଇ ଚାଲିଯାଏ

ମିଶେ ଯାଇ ତଟିନୀରେ

ସଜଳ ନୟନେ ଠାରି ଡାକେ ସାଗର

ଶୋଇ ଯାଏ ତା ବକ୍ଷରେ ।

ସ୍ମୃତି ହୋଇଗଲା ସାଗରରେ ଲୀନ

ଆଉ କି ଆସିବ ଫେରି

ଚିର ନିଦ୍ରିତ ଅଫେରନ୍ତା ସ୍ମୃତି

ନ ଆସୁ ସେ ହାତ ଧରି ।।

★★★

ଅମ୍ବିକା ସ୍ବାଇଁ


Rate this content
Log in