Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Fantasy Others

5.0  

Dipti lekha Mishra

Fantasy Others

ମୋ ସପନ

ମୋ ସପନ

1 min
114


ମୁଁ ସପନ ଦେଖୁଛି

ଦିନେ ଛୁଇଁବି ଆକାଶ

ଛୁଇଁବି ବାଦଲଖଣ୍ଡ

ପକାଇବି ନିଶୁଣି

ମାରିବି ଫୁଟାଣି

ମୁଁ ହେବି ପାରିବାର

ଅସମ୍ଭବକୁ କରିବି

କ୍ଷଣକେ ସମ୍ଭବ ।

ତୁମେ ମୋ ସାଥୀହେବ କି ?

ମୋ ସାଙ୍ଗେ ହାତ ମିଶାଇ

ଲମ୍ବା ରାସ୍ତା ପାର କରିବ କି?

ମୋ ସପନକୁ ନିଜର କରିବ କି?

ମୋ ସହ ନିଶୁଣି ଚଢିବ କି?

ତା ହେଲେ ଆସ ଶୀଘ୍ର

ଆଜି ହିଁ ଚେଷ୍ଟା କରିବା

ଏଇ ମୂହୁର୍ତ୍ତରୁ ।


Rate this content
Log in

Similar oriya poem from Fantasy