Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dharitri Mallick

Others

4.8  

Dharitri Mallick

Others

ଜୀବନ ଡଙ୍ଗା

ଜୀବନ ଡଙ୍ଗା

1 min
405


ଭାସି ଯାଉଛି ମୋ ଜୀବନ ଡଙ୍ଗା ।।

ନାହିଁ ଆହୁଲା ନ କାଟି ପାରେ ରାସ୍ତା ।।

ପାଣି ସୁଅ ଆଉ ଢେଉର ଲହରିରେ ।।

ମୋ ଡଙ୍ଗା ହୁଏ ବାଟ ବଣା ।।

ପାର କରିବି କେମିତି ଏ ଜୀବନ ସମୁଦ୍ର ?

ମୁଁ ଯେ ନାଉରି ନାହିଁ ଆହୁଲା ,

ନ ଜାଣେ ପହଁରା ।

ଢେଉର ଗର୍ଜନେ ଛାତି ମୋ ଥରେ ,

ନାହିଁ ଜଣେ କେହି ମୋ ସାଥେ ,

କେ ହେବ ସାହାରା ?

ଈଶ୍ୱରଙ୍କୁ ଡାକେ ଜୀବନ ବିକଳେ,

ସେ ହିଁ ଏକମାତ୍ର ମୋ ସାହା ଭରସା ।।

© ଧରିତ୍ରୀ ମଲ୍ଲିକ୍ , ଭୁବନେଶ୍ୱର


Rate this content
Log in