Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାବି ଦେଖ
ଭାବି ଦେଖ
★★★★★

© LAXMAN KUMAR BEHERA (ଯତି)

Romance

1 Minutes   1.3K    5


Content Ranking

ଯିଏ ତୁମକୁ

ସଞ୍ଜ ସକାଳେ

' କେମିତି ଅଛ ' ବୋଲି ପଚାରୁଥିଲା,

ଆଜି କାହିଁକି ?

କିଛି ବି ପଚାରୁନି,

ଥରୁଟିଏ ଭାବି ଦେଖନା !!!

ଆପେ ଆପେ ସବୁକିଛି ବୁଝିଯିବ

ଏମିତିକି

ଅତୀତର ଆଉ କିଛି

ବାକି ଥିବା କଥା •••


କବି କୁଟୀର

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)

ମୋ-09668242720

ପଚାରୁଥିଲା ତୁମକୁ ସବୁକିଛି

Rate the content


Originality
Flow
Language
Cover design

Comments

Post


Some text some message..