ଭାବି ଦେଖ
ଭାବି ଦେଖ
1 min
1.4K
ଯିଏ ତୁମକୁ
ସଞ୍ଜ ସକାଳେ
' କେମିତି ଅଛ ' ବୋଲି ପଚାରୁଥିଲା,
ଆଜି କାହିଁକି ?
କିଛି ବି ପଚାରୁନି,
ଥରୁଟିଏ ଭାବି ଦେଖନା !!!
ଆପେ ଆପେ ସବୁକିଛି ବୁଝିଯିବ
ଏମିତିକି
ଅତୀତର ଆଉ କିଛି
ବାକି ଥିବା କଥା •••
କବି କୁଟୀର
ଦଣ୍ଡାସିଂହା,ବାରକୋଟ
ଦେବଗଡ (ଓଡିଶା)
ମୋ-09668242720