ମୁଁ ଆଉ ତୁମେ
ମୁଁ ଆଉ ତୁମେ
1 min
156
ମୁଁ ଆଉ ତୁମେ
ମୁଁ ଆଉ ତୁମେ ଆମେ ହେଲା ପରେ
ମୁକତି କିଏସେ ଚାହେଁ
ହାତେ ହାତ ରଖି ସାଥିରେ ଚାଲିବା
ଦୁନିଆଁ ରେ ଥିଲା ଯାଏଁ (1)
ଜୀବନ ଟା ଖାଲି ନୁହେଁ ଚୋରା ବାଲି
ହସ କାନ୍ଦ ଭରା ସୃତି
ଦେବାରେ ଆନଂଦ ହଜିବାରେ ପ୍ରିତୀ
ବାଣ୍ଟି ଚାଲ ସାଥୀ ଖୁସି (2)
ଭଲ ପାଇ ବାରେ ଛଳନା କରନି
ଭାଙ୍ଗିବ ହୃଦୟ ଖାଲି
ସବୁ ସାଥି ତୁମେ ଛାଡି ଚାଲିଯିବେ
ତୁମ ପ୍ରେମ ହେବ ବାଲି (3)