Audio

Forum

Read

Contests

Language


Write

Sign in
Wohoo!,
Dear user,
ଖୋକା ଭାଇ
ଖୋକା ଭାଇ
★★★★★

© Pramit Mohapatra

Others

1 Minutes   1.1K    5


Content Ranking

ସିନେ-ଜଗତର, ପୁରୁଣା ସେ ଯୁଗେ

ତୁମେ ଥିଲ ଧନୁର୍ଦ୍ଧର,

ରୁପେଲି ପରଦା ବେରଙ୍ଗୀ ଯୁଗରୁ

ମନ ଜିଣି ଜନଙ୍କର ;

ସମୟର ସାଥେ ଦେଇ ତାଳ ତୁମେ

ଆଧୁନିକ ଏ ଯୁଗରେ,

ମନ୍ତ୍ରମୁଗ୍ଧ କରି ରଖିଗଲ ନାମ

ପ୍ରତି ଜନ ମାନସରେ ।

ଯାଇ ଅଛ ଚାଲି ଆର ଦୁନିଆକୁ

ଅମ ଠୁଁ ବିଦାୟ ନେଇ,

ଏବେ ବି ଜୀବିତ, ଜନଙ୍କ ମନରେ

ତୁମେ ପରା ଖୋକା ଭାଇ ॥

ମୁନ୍ନା ମହାପାତ୍ର।, ଗୁଣପୁର

ସିନେ-ଜଗତ ପୁରୁଣା ଧନୁର୍ଦ୍ଧର

Rate the content


Originality
Flow
Language
Cover design

Comments

Post


Some text some message..