Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramit Mohapatra

Others

2  

Pramit Mohapatra

Others

ଖୋକା ଭାଇ

ଖୋକା ଭାଇ

1 min
1.1K


ସିନେ-ଜଗତର, ପୁରୁଣା ସେ ଯୁଗେ

ତୁମେ ଥିଲ ଧନୁର୍ଦ୍ଧର,

ରୁପେଲି ପରଦା ବେରଙ୍ଗୀ ଯୁଗରୁ

ମନ ଜିଣି ଜନଙ୍କର ;

ସମୟର ସାଥେ ଦେଇ ତାଳ ତୁମେ

ଆଧୁନିକ ଏ ଯୁଗରେ,

ମନ୍ତ୍ରମୁଗ୍ଧ କରି ରଖିଗଲ ନାମ

ପ୍ରତି ଜନ ମାନସରେ ।

ଯାଇ ଅଛ ଚାଲି ଆର ଦୁନିଆକୁ

ଅମ ଠୁଁ ବିଦାୟ ନେଇ,

ଏବେ ବି ଜୀବିତ, ଜନଙ୍କ ମନରେ

ତୁମେ ପରା ଖୋକା ଭାଇ ॥

ମୁନ୍ନା ମହାପାତ୍ର।, ଗୁଣପୁର


Rate this content
Log in