ଏଇ ମାତୃ ହୃଦୟର
ଏଇ ମାତୃ ହୃଦୟର
ତୁ ରୁଷି ଗଲେ
ମୋ ଦୁନିଆଟା
କିଟ୍ ମିଟ୍ ଅନ୍ଧାର
ତୁ ହସୁଥିଲେ
ହସୁଥାଏ ମୋ
ସୁନାର ସଂସାର ||
ତୋର ମୋର ସଂପର୍କ
ଜନ୍ମଜନ୍ମାନ୍ତରର
ସ୍ନେହ ମମତାର
ତୋ ବିନା ଶୂନ୍ୟ
ସବୁକିଛି ପରା
ଏଇ ମାତୃ ହୃଦୟର ||
ତୁ ରୁଷି ଗଲେ
ମୋ ଦୁନିଆଟା
କିଟ୍ ମିଟ୍ ଅନ୍ଧାର
ତୁ ହସୁଥିଲେ
ହସୁଥାଏ ମୋ
ସୁନାର ସଂସାର ||
ତୋର ମୋର ସଂପର୍କ
ଜନ୍ମଜନ୍ମାନ୍ତରର
ସ୍ନେହ ମମତାର
ତୋ ବିନା ଶୂନ୍ୟ
ସବୁକିଛି ପରା
ଏଇ ମାତୃ ହୃଦୟର ||