Audio

Forum

Read

Contests

Language


Write

Sign in
Wohoo!,
Dear user,
ହୃଦୟର ଶୂନ୍ୟତା
ହୃଦୟର ଶୂନ୍ୟତା
★★★★★

© Pramila Sahoo

Romance

1 Minutes   1.3K    7


Content Ranking

ଆଜି ଏହି ହୃଦୟର ଶୂନ୍ୟତା

ଖୋଜେ ତୁମ ମୁହଁ କେତେ

ଇଚ୍ଛା ସବୁକୁ ମାରିଦେଲି

ନିଜ ହାତେ

ହେଲେ ତୁମକୁ ଭୁଲିତ

ପାରୁନି ସତେ ||


ଏ ହୃଦୟ ଚାହୁଁଛି

ତୁମରି ଭଲପାଇବା କେତେ

ମୁଁ ଜାଣିଛି ତୁମ ମନରେ

ଭରୀ ରହିଛି ଅସୁମାରୀ

ପ୍ରେମ କେତେ

ଏ ସମାଜ ସୀମା ରେଖା

ପ୍ରତିବନ୍ଧକ ସାଜି ସତେ

ହେଲେ ମୁଁ ଜାଣିଛି

ତୁମ ମନରେ

ମୋ ପାଇଁ ସ୍କୃତି କେତେ.......|



ପ୍ରମିଳା ସାହୁ

ପ୍ରେମ ହୃଦୟ ସମାଜ

Rate the content


Originality
Flow
Language
Cover design

Comments

Post


Some text some message..