ହୃଦୟର ଶୂନ୍ୟତା
ହୃଦୟର ଶୂନ୍ୟତା
ଆଜି ଏହି ହୃଦୟର ଶୂନ୍ୟତା
ଖୋଜେ ତୁମ ମୁହଁ କେତେ
ଇଚ୍ଛା ସବୁକୁ ମାରିଦେଲି
ନିଜ ହାତେ
ହେଲେ ତୁମକୁ ଭୁଲିତ
ପାରୁନି ସତେ ||
ଏ ହୃଦୟ ଚାହୁଁଛି
ତୁମରି ଭଲପାଇବା କେତେ
ମୁଁ ଜାଣିଛି ତୁମ ମନରେ
ଭରୀ ରହିଛି ଅସୁମାରୀ
ପ୍ରେମ କେତେ
ଏ ସମାଜ ସୀମା ରେଖା
ପ୍ରତିବନ୍ଧକ ସାଜି ସତେ
ହେଲେ ମୁଁ ଜାଣିଛି
ତୁମ ମନରେ
ମୋ ପାଇଁ ସ୍କୃତି କେତେ.......|
ପ୍ରମିଳା ସାହୁ