Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

2  

Neelima Nivedita Behera

Others

ଏଣୁତେଣୁ 13

ଏଣୁତେଣୁ 13

1 min
6.8K


-କ'ଣ ହେଲା କି ?

-କିଛି ନାଇଁ । କ'ଣ ହେବ ?

ନା ଫୁଲ ଫୁଟେ ଏଠି ନା କଣ୍ଟା

ନା ବାସ ଛୁଟେ ଏଠି ନା ଝରେ ରକତ ଦୁଇ ବୁନ୍ଦା !!!

-ହେ ! ନା, କୁହ । କ'ଣ ହେଇଛି ତୁମର ? ଏମିତି କାଇଁ ଲେଖିଲ ?

-ଏଇ ଶବ୍ଦମାନଙ୍କୁ ତ ମୋର ହେଇ ରହିବାକୁ ଦିଅ !

ହେଇ ହେଇ ଆଉ କ'ଣ ହେବ ଯେ ? ସେମାନଙ୍କ କୋଳାହଳରେ ଭୁଲିବି ନିଜକୁ...

ନିଜର ଆପାରାଗତା, ଅସହାୟତା, ସ୍ଵାଧୀନତା ଓ ସ୍ଵତନ୍ତ୍ରତା ଭଳି ବର୍ତ୍ତୁଳ ବଳୟକୁ...



Rate this content
Log in