Audio

Forum

Read

Contests

Language


Write

Sign in
Wohoo!,
Dear user,
ଏଣୁତେଣୁ 13
ଏଣୁତେଣୁ 13
★★★★★

© Neelima Nivedita Behera

Others

1 Minutes   6.7K    4


Content Ranking

-କ'ଣ ହେଲା କି ?

-କିଛି ନାଇଁ । କ'ଣ ହେବ ?

ନା ଫୁଲ ଫୁଟେ ଏଠି ନା କଣ୍ଟା

ନା ବାସ ଛୁଟେ ଏଠି ନା ଝରେ ରକତ ଦୁଇ ବୁନ୍ଦା !!!

-ହେ ! ନା, କୁହ । କ'ଣ ହେଇଛି ତୁମର ? ଏମିତି କାଇଁ ଲେଖିଲ ?

-ଏଇ ଶବ୍ଦମାନଙ୍କୁ ତ ମୋର ହେଇ ରହିବାକୁ ଦିଅ !

ହେଇ ହେଇ ଆଉ କ'ଣ ହେବ ଯେ ? ସେମାନଙ୍କ କୋଳାହଳରେ ଭୁଲିବି ନିଜକୁ...

ନିଜର ଆପାରାଗତା, ଅସହାୟତା, ସ୍ଵାଧୀନତା ଓ ସ୍ଵତନ୍ତ୍ରତା ଭଳି ବର୍ତ୍ତୁଳ ବଳୟକୁ...


ଫୁଲ ଶବ୍ଦ ଆପାରାଗତା

Rate the content


Originality
Flow
Language
Cover design

Comments

Post


Some text some message..