Audio

Forum

Read

Contests

Language


Write

Sign in
Wohoo!,
Dear user,
ଭୁଲିନି କେବେ ତମକୁ !
ଭୁଲିନି କେବେ ତମକୁ !
★★★★★

© Ram Prasad Bisoi

Others

1 Minutes   6.4K    5


Content Ranking

ଭୁଲିନି କେବେ ତମକୁ !

ରାଗ ରାବଳି ବଂଚିଛି ତୁମ ସ୍ଵପ୍ଣ ନେଇ କେବେ ଯେ ଶୁଣିବାକୁ ମିଳିବ ତୁମ ଗୁଞ୍ଜରଣ ଅନୁଭୁତିରେ ତ ବଞ୍ଚିଛି ବଞ୍ଚି ଚାଲିଛି ତମେ ଯଦି ଦିଅ ପ୍ରତାରଣା ର କ୍ଷତ ସେ କ୍ଷତରୁ ଝରାଉଥିବି ରକ୍ତ ଆଉ ସେଇ ରକ୍ତର ପ୍ରତି ବିନ୍ଦୁରେ ତମକୁ ବଞ୍ଚାଇ ରଖିଥିବି, ତମେ ଭୁଲି ଯାଇପାର କିନ୍ତୁ ମୁଁ, ଭୁଲିନି କେବେ ତମକୁ ।

କାଶ୍ୟପ ।

ଭୁଲିନି କେବେ ତମକୁ !

Rate the content


Originality
Flow
Language
Cover design

Comments

Post


Some text some message..