Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others Romance

2  

Prasanta kumar Hota

Others Romance

କଳ୍ପନାର ଗୀତ -୧୮

କଳ୍ପନାର ଗୀତ -୧୮

1 min
3.2K


ସପନରେ କେତେ ଆସୁଥିବ ତୁମେ

ସ୍ଵପ୍ନେ ଦେଇ ଶିହରଣ

ସେହି ଶିହରଣ ପାଇଁ ମୋ ଜୀବନ

ଅର୍ଦ୍ଧଦଗ୍ଧ ଯଉବନ ।

ଅବରୁଦ୍ଧ ହେଲି ମନ କାରାଗାରେ

ଢୋକିଲି ଯନ୍ତ୍ରଣା ସାରି

ଅବଚେତନରେ ଏବେ ବି ଦେଖୁଛି

ତୁମେ ମୋ ମନ ମୟୁରୀ ।

ବାସ୍ତବ ଜଗତ ହେଲି ଅବଗତ

ଚାଲିଗଲ ତୁମ୍ଭେ ଦୂର

ରଖିଲନି ପ୍ରେମ ନିବିଡ ଅନ୍ତରେ

ପ୍ରତାରଣା କଲ ସ୍ଵର ।


ପ୍ରଶାନ୍ତ କୁମାର ହୋତା


Rate this content
Log in