Audio

Forum

Read

Contests

Language


Write

Sign in
Wohoo!,
Dear user,
#ଅନାମିକା ବର୍ଷାକୁ-ଚିଠି
#ଅନାମିକା ବର୍ଷାକୁ-ଚିଠି
★★★★★

© Ram Prasad Bisoi

Others

1 Minutes   1.2K    4


Content Ranking

#ଅନାମିକା ବର୍ଷାକୁ-ଚିଠି

ଅନାମିକା----ବର୍ଷା,
ପ୍ରବାସୀ ପକ୍ଷୀଙ୍କ ଭଳି
ଉଡି ଆସ
ସାଇବେରିଆନ ସାଗର କୂଳରୁ--------!
ଆଶା ଟିକିକ
ଉଡିବା ଆକାଶେ
ଗଢିବା ମାଟିରେ
ପୁଣି 
ଭାଙ୍ଗିଦେବା ,
ପଲ୍ଲବିତବୃକ୍ଷର 
କଅଁଳିଆଡାଳ ସବୁ ବାତ୍ୟାରେ--!!
ଉତ୍ତରମୁଖା
ତୋର,
ନିର୍ବିଚ୍ଛନ୍ନ ଯାତ୍ରା
ଅନ୍ତଃହୀନ ସହବାସର ଆନନ୍ଦ ପରେ-----!!!

©®କାଶ୍ୟପ ,
  ରାୟଗଡା

#ଅନାମିକା ବର୍ଷାକୁ-ଚିଠି

Rate the content


Originality
Flow
Language
Cover design

Comments

Post


Some text some message..