#ଅନାମିକା ବର୍ଷାକୁ-ଚିଠି
#ଅନାମିକା ବର୍ଷାକୁ-ଚିଠି
1 min
1.2K
#ଅନାମିକା ବର୍ଷାକୁ-ଚିଠି
ଅନାମିକା----ବର୍ଷା,
ପ୍ରବାସୀ ପକ୍ଷୀଙ୍କ ଭଳି
ଉଡି ଆସ
ସାଇବେରିଆନ ସାଗର କୂଳରୁ--------!
ଆଶା ଟିକିକ
ଉଡିବା ଆକାଶେ
ଗଢିବା ମାଟିରେ
ପୁଣି
ଭାଙ୍ଗିଦେବା ,
ପଲ୍ଲବିତବୃକ୍ଷର
କଅଁଳିଆଡାଳ ସବୁ ବାତ୍ୟାରେ--!!
ଉତ୍ତରମୁଖା
ତୋର,
ନିର୍ବିଚ୍ଛନ୍ନ ଯାତ୍ରା
ଅନ୍ତଃହୀନ ସହବାସର ଆନନ୍ଦ ପରେ-----!!!
©®କାଶ୍ୟପ ,
ରାୟଗଡା