Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

କବିତା

କବିତା

1 min
110


ଆଜି ଯାଏ ଯାହା

ସହଜେ ମିଳିନି

ତାକୁ ମନ ବି

ପାଏନା ଖୋଜି ଖୋଜି

ମାନ ପ୍ରୀତି ସବୁ ଇତି ହୋଇଯାଏ

କେବେ ଫେରେ ସେ ଅଭୁଲା ସ୍ମୃତି

ଆଖି ଲୁହ ସହ ଭିଜି ଭିଜି ୲ ୲

ଯାଇଛି ମୁଁ ହଜି

ମନ କି ମାନୁଛି ମୋର ,

ଭୁଲିଯିବା ପାଇଁ ଆଜି

ସହଜେ ହଉନି କାହିଁକି ସେ ରାଜି

ଯଦି ମନ କାଢି ଫିଙ୍ଗିବାଟା,

ସହଜ ହୁଅନ୍ତା

ଫିଙ୍ଗିଦିଅନ୍ତି ମୁଁ ଆଜି ୲ ୲

ସତ ମୁଁ କହୁଛି ପ୍ରେମ ବି କରୁଛି ,

ଭଲ ବି ପାଉଛି ଆଜି

କେମିତି ଆସିଲ ଜାନିପାରିଲିନି ,

ଇନ୍ଦ୍ରଧନୁ ରଙ୍ଗ ସାଜି

ପୁଣି ବାଦଲ ପରି ଡାକିଦେଲେ

କୁଆଡେ ଗଲ ହଜି ହଜି

ପ୍ରଥମ ଥର ଯେବେ କଥା ହୋଇଥିଲ

ମନେପଡ଼େ ବେଶୀ ଆଜି ୲ ୲

ରହିଛି ରହିବି ଆଗକୁ କେମିତି

ତୁମେ କୁହ ପ୍ରିୟା ?

ମନ ସହ ମାରି ବାଜି

ତଥାପି ମନକୁ ବୁଝେଇ କହିଲି ,

ହୋଇଯା'ରେ ତୁ ରାଜି

ମନ ତ ବୁଝୁନି , ବଞ୍ଚି ମରିବା ସହ ସଂଗ୍ରାମ କରୁଛି ଆଜି ୲ ୲


ବଳରାମ ତରାଇ

9937014646


Rate this content
Log in